ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବଡ଼ଗାଁ ଗ୍ରାମ ପଞ୍ଚାୟତର ନୂଆରମାଲ ୬ ନଂ ୱାର୍ଡ଼ ରେ ରହିଥିବା ସୋଲାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଗତ ୫/୬ ମାସ ହେଲା ଅଚଳ ହୋଇ ପଡିଛି। ଯାହା ଫଳରେ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଆଜି ଏହି ବିଷୟରେ ବଡ଼ଗାଁ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ଭୋଇ ଙ୍କୁ ସାକ୍ଷାତ କରି ମରାମତି ଦାବି କରିଛନ୍ତିି