ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଚିରୁଳେଇ ଗ୍ରାମ ଷ୍ଟାଡିୟମ ଠାରେ ଜୟ ଭାରତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ସିଆରିଆ ବିଜୟୀ
୪୭ ତମ ଜୟ ଭାରତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଉଦଘାଟିତ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଚିରୁଳେଇ ଗ୍ରାମ ଠାରେ ୪୭ ତମ ଜୟ ଭାରତ ଫୁଟବଲ ବଲ ଟୁର୍ଣ୍ଣାମେଣ୍ଟ ଆଜି ତା ୯।୧୦ ରିଖ ଅପରାହ୍ନ ୪ ଘଣ୍ଟା ସମୟରେ ଉଦଘାଟିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ଶ୍ରମିକ ନେତା ଶ୍ରୀନିବାସ ଖୁଣ୍ଟିଆ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ନିର୍ମଳ ରାଉତ, ଭାସ୍କର ନାୟକ,ଗୋଲାପ ଖୁଣ୍ଟିଆ,ଗ୍ରାମ ସଭାପତି ବେଣୁଧର ସାମଲ, ଗଙ୍ଗାଧର ରାଉତ , ପୁରାତନ ରାଉତ , ଗୋବର୍ଦ୍ଧନ ସାମଲ ପ୍ରମୁଖ ଯୋଗଦେଇଥିଲେ ।