ବଲାଙ୍ଗୀର: ନଭେମ୍ବର 1ରେ ବଲାଙ୍ଗୀର ଦିନ: 24ରୁ ଆରମ୍ଭ ହେବ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ
ନଭେମ୍ବର 1 ତାରିଖରେ ପାଳିତ ହେବ ବଲାଙ୍ଗୀର ଦିନ। ଏହା ପୂର୍ବରୁ ଅକ୍ଟୋବର 24ରୁ 30 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ବଲାଙ୍ଗୀରର ସଂସ୍କୃତି ଓ ବିକାଶର ବାର୍ତ୍ତା ପ୍ରସାର ପାଇଁ ଏହି ଉତ୍ସବ ପାଳନ କରାଯାଉଛି।