ବିରିଡି: ତରିକୁନ୍ଦରେ ଜମି ବିବାଦରେ ଦୁଇ ଭାଇଙ୍କ ହଂସୁଆ କଟୁରୀ ଆକ୍ରମଣ
ଜଗତସିଂହପୁର ଜିଲ୍ଲାର ତରିକୁନ୍ଦ ଅଂଚଳରେ ଜମି ବିବାଦରେ ଦୁଇ ଭାଇ ଇମ୍ରାନ ଖାନଙ୍କୁ ହଂସୁଆ କଟୁରୀରେ ହାଣି ଗୁରୁତର ଆହତ କରିଥିବା ଘଟଣା ଘଟିଛି। ତାଙ୍କୁ ପ୍ରଥମେ ଜଗତସିଂହପୁରରେ, ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଦିଲ ଓ ଆଦିମ ଖାନ ଫେରାର ଅବସ୍ଥାରେ ଅଛନ୍ତି।