କାମାକ୍ଷାନଗର: କାମାକ୍ଷାନଗର ଲୋକନାଥପୁର ଶାସନ ନିକଟରେ ଗୁରୁବାର ୧୧ଟାରେ କାର ସହିତ ବାଇକ ଧକା ଜଣେ ଗୁରୁତର ମେଡ଼ିକାଲରେ ଭର୍ତ୍ତି
କାମାକ୍ଷାନଗର ଲୋକନାଥପୁର ଶାସନ ନିକଟରେ ଗୁରୁବାର ୧୧ଟାରେ କାର ସହିତ ବାଇକ ଧକା ଜଣେ ଗୁରୁତର ମେଡ଼ିକାଲରେ ଭର୍ତ୍ତି ।ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଲୋକନାଥପୁର ଶାସନ ନିକଟରେ କାର ସହିତ ବାଇକ ମଧ୍ୟରେ ଧକା ହୋଇଥିଲା ଯାହାଫଳରେ ବାଇକରେ ଥିବା ବ୍ୟକ୍ତି ଜଣଙ୍କ ଗୁରୁତର ହୋଇ କମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।ଏଠାରେ ଚିକିତ୍ସା ଜାରି ରହିଛି ।ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ ।