ଚମ୍ପୁଆ: ଟୋପାଡିହି ନିକଟ ଜାତୀୟ ରାଜପଥର ଖାଲରେ ୩ଟି ଟ୍ରକର ପସିଲା ଚକ, ଯାତାୟାତ ପ୍ରଭାବିତ
ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଟୋପାଡିହି ନିକଟରେ ଗତ ରାତିରେ ୩ଟି ଟ୍ରକର ଚକ ରାଜପଥର ବିରାଟ ଖାଲରେ ପସି ଯାଇଥିଲା। ଯାହା ଦ୍ଵାରା ରାସ୍ତାରେ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଖବର ନେବା ପର୍ଯ୍ୟନ୍ତ ୫୨୦ ନମ୍ବର ଜାତୀୟ ରାଜପଥ ଜାମ ରହିଥିବା ସୂଚନା ରହିଛି।