ତଲସରା: ବଡ଼ଗାଁ ଥାନା ପ୍ରାଙ୍ଗଣରେ ଏକ ପେଡ୍ ମା' କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ପ୍ରାଙ୍ଗଣରେ ବଡ଼ଗାଁ ପୋଲିସ ପକ୍ଷରୁ ଏକ ପେଡ୍ ମା'କେ ନାମ୍ ଅଭିଯାନ ଅନୁସାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଡ଼ଗାଁ ଥାନା ଆଇଆଇସି ବାଲୁଙ୍କେଶ୍ବର ନାଏକ ଙ୍କର ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବଡ଼ଗାଁ ଥାନା ଏସଆଇ ଖଗପତି ବିଶ୍ଵାଳ ପରିଚାଳନା କରିଥିଲେ।