ସୁନ୍ଦରଗଡ ସହର: ସାର୍ଥକ ସ୍କୁଲ ବନ୍ଧପାଲି ଠାରେ ଅନୁଷ୍ଠିତପୁଷ୍ଟିଶସ୍ଯ ଖାଦ୍ୟ ମେଳା କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁଖ୍ୟ ଅତିଥି
ସୁନ୍ଦରଗଡ ମଙ୍ଗଳ ବାର ଦିନ ୧୧ ଟା ସମୟରେ ସାର୍ଥକ ସ୍କୁଲ, ବନ୍ଧପାଲି* ଠାରେ ଅନୁଷ୍ଠିତ*ପୁଷ୍ଟିଶସ୍ଯ ଖାଦ୍ୟ ମେଳା*କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶୁଶ୍ରୀ କୁନ୍ତୀ ପ୍ରଧାନ ଙ୍କ ଯୋଗଦାନ