ରାୟଗଡା: ମହିଳା ମହାବିଦ୍ୟାଳୟ ନିର୍ବାଚନ: ଏବିଭିପି ପକ୍ଷରୁ 6 ପ୍ରାର୍ଥୀନୀଙ୍କ ନାମ ଘୋଷଣା
ମହିଳା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ତରଫରୁ 6 ଜଣ ପ୍ରାର୍ଥୀନୀଙ୍କ ନାମ ଘୋଷଣା କରାଯାଇଛି। ସଭାପତି, ଉପସଭାପତିଙ୍କ ସମେତ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।