ନୟାଗଡ ସଦର: ନୟାଗଡ କଂଗ୍ରେସ ପ୍ରେସବାର୍ତା
ନୟାଗଡରେ ଗୃହରକ୍ଷୀ ଚୟନ ବିଜ୍ଞାପନ ସର୍ତ୍ତାବଳୀ ଉଲ୍ଲଙ୍ଘନ କରାଯାଇ ମନଇଛା ନିଯୁକ୍ତି ଦିଆଯାଇଛି :- କଂଗ୍ରେସ
ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଜିଲ୍ଲା ଏସପି ତଥା ସମlଦେଷ୍ଟା ଙ୍କ ଦସ୍ତଖତରେ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୪୯ ତା ୦୫.୦୫.୨୦୨୪ରିଖରେ ପ୍ରକାଶିତ ବିଜ୍ଞାପନ ସର୍ତ୍ତାବଳୀ ଗୁଡିକୁ ଖୋଲା ଉଲ୍ଲଙ୍ଘନ କରାଯାଇ ମନଇଛା ନିଯୁକ୍ତି ଦିଆଯାଇଛି ବୋଲି ବରିଷ୍ଠ ଆଇନଜୀବୀ ତଥା ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଶ୍ରୀ ରଣଜିତଆଜି 2ଘଟିକା ସମୟ ରେ ଦାଶ ଅଭିଯୋଗ କରିଛନ୍ତି l