#ଗାନ୍ଧୀ_ମାର୍ଗରୁ_ସିଧାପ୍ରସାରଣ
ଶିକ୍ଷା ବହିରେ ଭୁଲ ପାଠ ଛପାଇବା ପିଲାଙ୍କୁ ମୂର୍ଖ କରିବା ଅଭିପ୍ରାୟରେ,ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଦ୍ୱିତୀୟ ଦିନରେ ଗାନ୍ଧୀ ମାର୍ଗରେ ଯୁବ ଛାତ୍ରଙ୍କ ଆନ୍ଦୋଳନ।ଧାରଣା ସ୍ଥଳରେ ବିଜୁ ଜନତା ଦଳର ଯୁବ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ ଓ ଏଆଇଏସଏଫ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଉପସ୍ଥିତ।
#AustinNewsLive
#GandhiMarga
#SchoolMassEducationMinister
#NityanandGond
#AISFOdisha
#BCJD
#IpsitaSahoo
#SanghamitraJena
#AustinNews
#OdishaNews
Badachana, Jajpur | Jul 31, 2026