Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Matsyasampadasesamriddhi
Fidfimpact
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ରାସଗୋବିନ୍ଦପୁର: ଭାଲୁକଚୁଆ ଗ୍ରାମରେ ଚୋରା ଦେଶିମଦ କାରଖାନା ଉପରେ ଅବକାରୀ ବିଭାଗର ଅତର୍କିତ ଚଢାଉ, ବିପୁଳ ପରିମାଣର ମହୁଲପୋଚ ଓ ରନ୍ଧାମଦ ସମେତ ସରଞ୍ଜାମ ନଷ୍ଟ

ମୋରଡା ବ୍ଲକ ଅଧୀନ ଭାଲୁକଚୁଆରେ ବୁଧବାର ଅପରାହ୍ନ ତିନିଟାରେ ଚଢାଉକରି ବିପୁଳ ପରିମାଣର ମହୁଲପୋଚ ଓ ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ନଷ୍ଟ କଲା ଅବକାରୀ ବିଭାଗ l ସୂଚନା ମୁତାବକ ମୋରଡା ବ୍ଲକ ଅଧୀନ ଭାଲୁକଚୁଆ ଗ୍ରାମରେ ଚୋରା ଦେଶିମଦ କାରଖାନା ଚାଲିଥିବାର ଖବରପାଇ ଅବକାରୀ ବିଭାଗର ଟିମ ଭାଲୁକଚୁଆରେ ଅତର୍କିତ ଚଢାଉ କରିଥିଲେ l ଚଢାଉ ସମୟରେ ବିପୁଳ ପରିମାଣର ମହୁଲପୋଚ ଓ ରନ୍ଧାମଦ ନଷ୍ଟ କରାଯାଇଥିଲା l

MORE NEWS