ମଙ୍ଗଳବାର ରାତିରେ ବୌଦ୍ଧ ବାଘଗୁଡ଼ା ଛକ ପଟୁ ରାଜନ ପାଲି ରୋଡରେ ଆସୁଥିବା ଏକ ବୋଲେରୋ ହୋଟେଲ ଦେବାଶିଷ ନିକଟରେ ଡିଭାଇଡର ଉପରକୁ ଚଢାଇ ଗୋଟିଏ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଏକ ବୋଲେରୋ ବାଘ ଗୁଡ଼ା ଛକ ପଟୁ ରାଜନପାଲି ରୋଡରେ ଆସୁଥିବା ବେଳେ ଡିଭାଇଡର ଉପରକୁ ଚଢାଇ ଦେଇଥିଲା l