Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

#କୋରାପୁଟ_ଶାଵର_ଶ୍ରୀକ୍ଷେତ୍ର_ର_ଶ୍ରୀ_ଗୁଣ୍ଡିଚା_ମନ୍ଦିର_ରେ_ପ୍ରଭୁ_ଜଗନ୍ନାଥ_ଙ୍କ_ଦିବ୍ୟ_ଦର୍ଶନ

Koraput Town, Koraput | Jul 18, 2026

MORE NEWS

ଲଗାଣ ବର୍ଷାରେ କୋରାପୁଟରେ ଫୁଲୁଛି ନଦୀନାଳ
ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି। ଲକ୍ଷ୍ମୀପୁର ବ୍ଲକର ପିପଲପଦର ପଞ୍ଚାୟତ ଅନ୍ତର୍ଗତ ଲୁଲୁପଦର ଗ୍ରାମ ନିକଟରେ ବହିଯାଉଥିବା ଝଞ୍ଜାବତୀ ନଦୀରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି।
ନଦୀର ପାଣି ପୋଲ ଉପରେ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ପୋଲ ପାର ହେବା ସମ୍ଭବ ନ ହେବାରୁ ଅନ୍ୟ ପାର୍ଶ୍ୱରେ ଅନେକ ଛାତ୍ରଛାତ୍ରୀ ଅପେକ୍ଷା କରି ରହିଛନ୍ତି।
ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବା ସହ ଜନସାଧାରଣଙ୍କୁ ପାଣି ପ୍ରବାହିତ ହେଉଥିବା ପୋଲ କିମ୍ବା ରାସ୍ତା ଅତିକ୍ରମ ନ କରିବାକୁ ଅନୁରୋଧ କରାଯାଉଛି।

📍 ସ୍ଥାନ: ଲୁଲୁପଦର ଗ୍ରାମ, ପିପଲପଦର ପଞ୍ଚାୟତ, ଲକ୍ଷ୍ମୀପୁର ବ୍ଲକ, କୋରାପୁଟ

👉 ଏହି ଖବରକୁ ଅଧିକରୁ ଅଧିକ ସେୟାର କରନ୍ତୁ, ଯାହାଦ୍ୱାରା ଲୋକମାନେ ସତର୍କ ରହିପାରିବେ।

#Koraput #Laxmipur #Odisha #RainAlert #Flood #JhanjhabatiRiver #OpenLensNews #VoiceOfKoraput

ଲଗାଣ ବର୍ଷାରେ କୋରାପୁଟରେ ଫୁଲୁଛି ନଦୀନାଳ ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି। ଲକ୍ଷ୍ମୀପୁର ବ୍ଲକର ପିପଲପଦର ପଞ୍ଚାୟତ ଅନ୍ତର୍ଗତ ଲୁଲୁପଦର ଗ୍ରାମ ନିକଟରେ ବହିଯାଉଥିବା ଝଞ୍ଜାବତୀ ନଦୀରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ନଦୀର ପାଣି ପୋଲ ଉପରେ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ପୋଲ ପାର ହେବା ସମ୍ଭବ ନ ହେବାରୁ ଅନ୍ୟ ପାର୍ଶ୍ୱରେ ଅନେକ ଛାତ୍ରଛାତ୍ରୀ ଅପେକ୍ଷା କରି ରହିଛନ୍ତି। ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବା ସହ ଜନସାଧାରଣଙ୍କୁ ପାଣି ପ୍ରବାହିତ ହେଉଥିବା ପୋଲ କିମ୍ବା ରାସ୍ତା ଅତିକ୍ରମ ନ କରିବାକୁ ଅନୁରୋଧ କରାଯାଉଛି। 📍 ସ୍ଥାନ: ଲୁଲୁପଦର ଗ୍ରାମ, ପିପଲପଦର ପଞ୍ଚାୟତ, ଲକ୍ଷ୍ମୀପୁର ବ୍ଲକ, କୋରାପୁଟ 👉 ଏହି ଖବରକୁ ଅଧିକରୁ ଅଧିକ ସେୟାର କରନ୍ତୁ, ଯାହାଦ୍ୱାରା ଲୋକମାନେ ସତର୍କ ରହିପାରିବେ। #Koraput #Laxmipur #Odisha #RainAlert #Flood #JhanjhabatiRiver #OpenLensNews #VoiceOfKoraput

Koraput Town, Koraput | Jul 28, 2026

ବିବାଦୀୟ ଦୋକାନକୁ ସିଲ କଲା ପ୍ରଶାସନ @amoodishalive #news #jeypore #controversial #shop #seal #highlightseveryonefollowers #nonfollowers

ବିବାଦୀୟ ଦୋକାନକୁ ସିଲ କଲା ପ୍ରଶାସନ @amoodishalive #news #jeypore #controversial #shop #seal #highlightseveryonefollowers #nonfollowers

Koraput Town, Koraput | Jul 28, 2026

#ମନ୍ଦିରରୁ_ଲକ୍ଷାଧିକ_ଟଙ୍କାର_ସୁନାଗହଣା_ଲୁଟ୍
କୋଟପାଡ଼ ଥାନା ଢାମଣାହାଣ୍ଡି ଗ୍ରାମର ମା ଠାକୁରାଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍,ଦୁଇ ମନ୍ଦିରରେ ଚୋରୀ ଉଦ୍ୟମ #Kotpad #BigBreakingNews #Dhamanahandi #maasitalathakurani #Koraput Kotpad Breaking #fbviralvideo #viralreels #viralvideo #kotpadbreakingnews

#ମନ୍ଦିରରୁ_ଲକ୍ଷାଧିକ_ଟଙ୍କାର_ସୁନାଗହଣା_ଲୁଟ୍ କୋଟପାଡ଼ ଥାନା ଢାମଣାହାଣ୍ଡି ଗ୍ରାମର ମା ଠାକୁରାଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍,ଦୁଇ ମନ୍ଦିରରେ ଚୋରୀ ଉଦ୍ୟମ #Kotpad #BigBreakingNews #Dhamanahandi #maasitalathakurani #Koraput Kotpad Breaking #fbviralvideo #viralreels #viralvideo #kotpadbreakingnews

Koraput Town, Koraput | Jul 27, 2026

🎉 ଜୟପୁର ବାହୁଡ଼ାଯାତ୍ରାରେ ବାଜା, ନାଚ ଓ ଗୀତର ତାଳେ କମ୍ପିଲା ବଡ଼ଦାଣ୍ଡ। 🙏

ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ସମଗ୍ର ସହର। ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଶ ମଧ୍ୟରେ ଭକ୍ତଙ୍କ ଉତ୍ସାହ ଓ ଭକ୍ତିଭାବ ଦେଖିବାକୁ ମିଳିଲା। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ସଫଳ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

🙏 ଜୟ ଜଗନ୍ନାଥ 🙏

#BahudaYatra #Jeypore #Jagannath #Odisha #RathYatra #NirbhayMedia

🎉 ଜୟପୁର ବାହୁଡ଼ାଯାତ୍ରାରେ ବାଜା, ନାଚ ଓ ଗୀତର ତାଳେ କମ୍ପିଲା ବଡ଼ଦାଣ୍ଡ। 🙏 ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ସମଗ୍ର ସହର। ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଶ ମଧ୍ୟରେ ଭକ୍ତଙ୍କ ଉତ୍ସାହ ଓ ଭକ୍ତିଭାବ ଦେଖିବାକୁ ମିଳିଲା। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ସଫଳ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। 🙏 ଜୟ ଜଗନ୍ନାଥ 🙏 #BahudaYatra #Jeypore #Jagannath #Odisha #RathYatra #NirbhayMedia

Koraput Town, Koraput | Jul 27, 2026

🚨 କୋରାପୁଟ ଜିଲ୍ଲା ଦାମନଯୋଡି ପୋଲିସକୁ ବଡ଼ ସଫଳତା।

💉 ନିଶା ଇଞ୍ଜେକ୍ସନ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ୨ ଜଣଙ୍କୁ ଗିରଫ କରିଛି ଦାମନଯୋଡି ପୋଲିସ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ନିଶା କାରବାର ବିରୋଧରେ ପୋଲିସର ଏହି ପଦକ୍ଷେପକୁ ସାଧାରଣ ଲୋକ ସ୍ୱାଗତ କରିଛନ୍ତି।

#Koraput #Damanjodi #Police #DrugCrime #Odisha #BreakingNews

🚨 କୋରାପୁଟ ଜିଲ୍ଲା ଦାମନଯୋଡି ପୋଲିସକୁ ବଡ଼ ସଫଳତା। 💉 ନିଶା ଇଞ୍ଜେକ୍ସନ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ୨ ଜଣଙ୍କୁ ଗିରଫ କରିଛି ଦାମନଯୋଡି ପୋଲିସ। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ନିଶା କାରବାର ବିରୋଧରେ ପୋଲିସର ଏହି ପଦକ୍ଷେପକୁ ସାଧାରଣ ଲୋକ ସ୍ୱାଗତ କରିଛନ୍ତି। #Koraput #Damanjodi #Police #DrugCrime #Odisha #BreakingNews

Koraput Town, Koraput | Jul 27, 2026