ବୌଦ୍ଧ ସଦର: ସଦଭାବନା ସଭାଗୃହ ଠାରେ ସ୍ବାସ୍ଥ୍ୟ ଓ ଶିଶୁ ବିକାଶ ବିଭାଗର ଏକାଭିମୁଖୀ ବୈଠକ ଅନୁଷ୍ଠିତ
ଶୁକ୍ରବାର ସନ୍ଧ୍ୟା 7 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ସ୍ବାସ୍ଥ୍ୟ ଓ ଶିଶୁ ବିକାଶ ବିଭାଗର ଏକାଭିମୁଖୀ ବୈଠକ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସl ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ସ୍ବାସ୍ଥ୍ୟ ମିଶନର DPM ଗିରିଜା ପ୍ରସାଦ ମିଶ୍ରଙ୍କ ସମେତ ଉଭୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l