Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଉଦଳା: ଆସନ୍ତା ୧୯ ତାରିଖ ରେ ଗୋପବନ୍ଧୁ ନଗର ବ୍ଲକରେ ହେବ ଭିନ୍ନକ୍ଷମ ଶିବିର; ବ୍ଲକ ସଦଭାବନା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Udala, Mayurbhanj | Dec 1, 2025
ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ପକ୍ଷରୁ ଆସନ୍ତା ୧୯ ତାରିଖରେ ବ୍ଲକ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହେବାକୁ ଯାଉଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନିମନ୍ତେ ସୋମବାର ଦିନ ପ୍ରାୟ ଅପରାହ୍ନ ପ୍ରାୟ ୪ ଟାରେ ଏକ ପ୍ରସ୍ତୁତି ବୈଠକ ବ୍ଳକର ସଦଭାବନା ଗୃହରେ ବିଏସଏସଓ ଦେବାଶିଷ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

MORE NEWS