Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

କୋଟପାଡ: ୫ ଦିନ ବିତିଲା ଓଏଭି ଶିକ୍ଷକ ଆନ୍ଦୋଳନ, ଏନେଇ ବୈପାରୀଗୁଡା ସ୍ଥିତ ଚନ୍ଦ୍ରପୋଡା ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଶିକ୍ଷକ

Kotpad, Koraput | Nov 28, 2025
ଆଜିକୁ ୫ ଦିନ ବିତିଲା ଓଏଭି ଶିକ୍ଷକ ଆନ୍ଦୋଳନ l ଏନେଇ ବୈପାରୀଗୁଡା ସ୍ଥିତ ଚନ୍ଦ୍ରପୋଡା ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜି ସନ୍ଧ୍ୟା ୫ ଟା ସମୟରେ ପ୍ରତିକ୍ରିୟା ରଖିଲେ ଓଏଭି ଶିକ୍ଷକ l ବୈପାରୀଗୁଡା ଆଦର୍ଶ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବା ଶିକ୍ଷକ ଓ କର୍ମଚାରୀମାନେ ଆନ୍ଦାଳକୁ ଓ଼ଲ୍ଳେଇଲେ l  ରାଜ୍ୟ ସଂଘର ନିଷ୍ପତିକୁ ସମ୍ମାନ ଜଣାଇ ଏହି କଳାବ୍ୟାଜ ପରିଧାନ କାର୍ଯ୍ୟକ୍ରମରେ ସାମିଲ୍‍ ହୋଇ ଶାନ୍ତିପୂର୍ଣ୍ଣ ଭାବେ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରୁଥିବା ଦେଖିବାକୁ ମିଳୁଛି । ଏହି ଆନ୍ଦାଳନକୁ ପାଞ୍ଚ ଦିନ ବିତିଲା କିନ୍ତୁ ସରକାର କୌଣସି ପଦକ୍ଷେପ ନେଉନାହିଁ l