ସର୍କିଟ ହାଉସ ନିକଟରେ ପ୍ରାତଃ ଭ୍ରମଣ କଲେ ମନ୍ତ୍ରୀ ଏବଂ ବିଧାୟକ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତ ରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲ୍ଲା ଗସ୍ତରେ ଆସି ଗତକାଲି ମଣ୍ଡେଇ ମହୋତ୍ସବ ରେ ଯୋଗ ଦେଇ ରାତିରେ ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ ଏବଂ ଆଜି ସୋମବାର ସକାଳ 6 ରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଦୁହେଁ ମିଶି ବାହାରିଥିଲେ ମର୍ଣ୍ଣିଙ୍ଗ ୱାକ ରେ ରାସ୍ତାରେ ପରେ ଉଭୟ କିଛି ସମୟ ଯୋଗ ମଧ୍ୟ କରିଥିଲେ