କୋଟପାଡ: ବୋରିଗୁମ୍ମାରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଭେଟିଲେ କୋଟପାଡ଼ ବିଧାୟକ
Kotpad, Koraput | Sep 29, 2026 ବୋରିଗୁମ୍ମା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା। ସମରଥଗୁଡ଼ା ଅଞ୍ଚଳର ବନ୍ୟା ବିପନ୍ନ ପରିବାରଙ୍କୁ ଭେଟିବା ସହ ତାର୍ପାଲିନ୍, କମ୍ବଳ ଓ ଚାଉଳ ସହାୟତା ପ୍ରଦାନ କରିଛନ୍ତି।