Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

କୋରାପୁଟ ସହର: ପଥର ବ୍ୟବସାୟୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିବା ଘଟଣାକୁ ନେଇ ପରିବାରବର୍ଗ ପହଞ୍ଚିଥିବା ସୂଚନା ଦେଇଛନ୍ତି ଜିଆରପି ଥାନା ଅଧିକାରୀ

Koraput Town, Koraput | Nov 8, 2025
ପଥର ବ୍ୟବସାୟୀ ଟ୍ରେନ ଅଗରେ ଡେଇଁ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଆଜି ଦିନ ୨ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ। ପରିବାର ବର୍ଗ ପହଞ୍ଚିଛନ୍ତି ଆତ୍ମହତ୍ୟା କରିଥିବା ଲକୋ ପାଇଲେଟ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ କରିଯାଇଛି ରିପୋର୍ଟ୍ ଆଧାରରେ ତଦନ୍ତ କରାଯିବ। ଘଟଣାକୁ ନେଇ ପରିବାର ବର୍ଗ ସହ ଅଧିକ ଆଲୋଚନା ଚାଲୁଛି ବୋଲି ସୂଚନା ଦେଇଛନ୍ତି।

MORE NEWS