Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦେବଗଡ: ଜିଲ୍ଲାରେ ମହାପ୍ରୟାଣ ଗାଡିର ସୁବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି ଉଠାଇଲେ ଦେବଗଡ ବିଧାୟକ

ଦେବଗଡ ଜିଲ୍ଲାରେ ମହାପ୍ରୟାଣ ଗାଡିର ସୁବ୍ୟବସ୍ଥା କରିବାକୁ ବିଧାନସଭାରେ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ଦାବି ଉପସ୍ଥାପନ କରିଛନ୍ତି । ଜନସଂଖ୍ୟା ଦୃଷ୍ଟିରୁ ଶବ ବୋହିବା ପାଇଁ ଦେବଗଡ ଜିଲ୍ଲାରେ ମହାପ୍ରୟାଣ ଗାଡି ସଂଖ୍ୟା ବୃଦ୍ଧି ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି ଏବଂ ଏହା କେବେ ସୁଦ୍ଧା ପୂରଣ କରାଯିବ ବୋଲି ବିଧାୟକ ପ୍ରଶ୍ନ ଉଠାଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଦେବଗଡ ଜିଲ୍ଲାରେ ବର୍ତମାନ ଗୋଟିଏ ମହାପ୍ରୟାଣ ଗାଡି ରହିଛି ।

MORE NEWS

ଦେବଗଡ: ଜିଲ୍ଲାରେ ମହାପ୍ରୟାଣ ଗାଡିର ସୁବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି ଉଠାଇଲେ ଦେବଗଡ ବିଧାୟକ - Debagarh News