ପୁରୀ: ପୁରୀ ଶ୍ରୀମନ୍ଦିରରେ ନାଗାଲାଣ୍ଡ ରାଜ୍ୟପାଳ ନନ୍ଦକିଶୋର ଯାଦବଙ୍କ ଦର୍ଶନ
Puri, Puri | Oct 4, 2026
ନାଗାଲାଣ୍ଡର ମାନ୍ୟବର ରାଜ୍ୟପାଳ ନନ୍ଦକିଶୋର ଯାଦବ ଆଜି ସପରିବାର ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଦେଶ ଓ ରାଜ୍ୟର ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି।