ତିର୍ତ୍ତୋଲ: ଧରାଧରପୁରରେ ନୂତନ କୃଷି ସମବାୟ ସମିତି ଗୃହ ଉଦଘାଟିତ
ତିର୍ତ୍ତୋଲର ଧରାଧରପୁରଠାରେ ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଗୃହର ଉଦଘାଟନ କରିଛନ୍ତି। ଚାଷୀଙ୍କ ସୁବିଧା ଓ କୃଷି ବିକାଶ ପାଇଁ ଏହି ଗୃହ ସହାୟକ ହେବ। କାର୍ଯ୍ୟକ୍ରମରେ ବରିଷ୍ଠ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।