ବିରିଡି: ବିରିଡ଼ିର ଶ୍ରୀ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ପ୍ରତିଷ୍ଠାତା ବାବାଜୀଙ୍କ ହୃଦଘାତ, ଆଇସିୟୁରେ ଚିକିତ୍ସା
ଜଗତସିଂହପୁର ବିରିଡ଼ିର ପଞ୍ଚଲିଙ୍ଗେଶ୍ୱର ମନ୍ଦିର ପ୍ରତିଷ୍ଠାତା ବାବାଜୀ ଚରଣ ଉତ୍ତରାୟ ଗତ ଶୁକ୍ରବାର ସନ୍ଧ୍ୟାରେ ହୃଦଘାତ ହୋଇ ବଡ଼ ମେଡିକାଲ୍ କେନ୍ଦ୍ରରେ ଭର୍ତ୍ତି ହୋଇ ତିନି ଦିନ ଧରି ଆଇସିୟୁରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଜନସାଧାରଣ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।