ଘସିପୁରା: କେନ୍ଦୁଝର ଜିଲ୍ଲା ରେ ବନ୍ଦ ଡାକରାରେ ଆନ୍ଦୋଳନକାରୀ ମାନଙ୍କ ସହ ସାମିଲ ହେଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି
କେନ୍ଦୁଝର ଜିଲ୍ଲା ରେ ବିକଳାଙ୍ଗ ବାଳିକାକୁ ବାଙ୍ଗଲାଦେଶୀ ରୋହିଆଙ୍ଗ ଫେରିବାଲା ର ଦୁର୍ଷର୍ମ ପ୍ରତିବାଦରେ ବନ୍ଦ ଡାକରାରେ ଆନ୍ଦୋଳନକାରୀ ଙ୍କ ସହିତ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ସାମିଲ ହେଇଛନ୍ତି ।