Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking

ବାଣପୁର: ଖୋର୍ଦ୍ଧା ହାବେଳି ପଡିଆ ଠାରେ ବିକାଶ ମେଳା-୨୦୨୫ର ଉଦ୍ଘାଟନୀ ଉତ୍ସବରେ ଯୋଗଦେଲେ କଲେ ଚିଲିକା ବିଧାୟକ ତଥା ଆଇନୀ ମନ୍ତ୍ରୀ

Banapur, Khordha | Jun 12, 2025
ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ଠାରେ ବିକାଶ ମେଳା-୨୦୨୫ର ଉଦ୍ଘାଟନୀ ଉତ୍ସବରେ ଯୋଗଦେଲେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ଏହି ବିକାଶ ବାହନ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ସହ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଏହା ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାରେ ବଳିଷ୍ଠ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ମନ୍ତ୍ରୀ ହରିଚନ୍ଦନ।