Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ବାରିପଦା ମ୍ୟୁନିସିପାଲଟି: ବାଙ୍ଗିରିପୋଷି ଏବଂ ଚାନ୍ଦୁଆ ଥାନାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ; ୧୦,୩୦୦ ଲି. ମହୁଲ ପୋଚ ଏବଂ ୭୨୮ ଲି. ଦେଶୀ ମହୁଲି ମଦ ଜବତ ସହ ୪ ଗିରଫ

Baripada M, Mayurbhanj | Nov 27, 2025
ଜିଲ୍ଳା ଅବକାରୀ ନିରୀକ୍ଷକ ପ୍ରଶାନ୍ତ କୋହଁରଙ୍କ ନିର୍ଦେଶ କ୍ରମେ ଗୁରୁବାର ସକାଳ ପ୍ରାୟ ୮.୩୦ ଟାରେ କୁଳିଅଣା ଅବକାରୀ ଟିମ୍ ସହିତ ବାରିପଦା ସଦର ଓ ଦେଉଳି ଅବକାରୀ ଟିମ୍ ସହାୟତାରେ ବାଙ୍ଗିରିପୋଷି ଏବଂ ଚାନ୍ଦୁଆ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଯଥା ଗୋଦରଗୋଡି, ବାଲିଖଣି ଓ ଗୟଳକଟା ଆଦି ସ୍ଥାନରେ ମିଳିତ ଭାବରେ ଚଢ଼ାଉ କରି ସମୁଦାୟ ୧୦,୩୦୦ ଲିଟର ମହୁଲ ପୋଚ ଏବଂ ୭୨୮ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଏଥିରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଛନ୍ତି।

MORE NEWS