ନଭେମ୍ବର ୫ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ " ଘୋଉଶୂଲ ବାରା କନ୍ଫରେନ୍ସ ଜାମିୟାତ ଉଲ କୁରେଇସ "ତରଫରୁ ପ୍ରେସ ମିଟିଂରେ ଜଣେଇଦିଆଗଲା, କି ନଭେମ୍ବର ୭ ତାରିଖ ସନ୍ଧ୍ୟା ୮ ଟା ସମୟରେ ଏକ ପ୍ରେମ ମହବତ ଭାଇଚାରା ଦ୍ୱାରା ସମାଜର ଉନ୍ନତ୍ତି କରିବା, ସମସ୍ତଙ୍କ ସହ ମିଳିମିଶି ରହିବା ଇତ୍ୟାଦି ଉପରେ ଏକ ସଚେତନ କାର୍ଯ୍ୟକ୍ରମ କରାଯିବ, ଏଥିରେ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆସି ଯୋଗଦେବେ, ଏଣୁ ବହୁମାତ୍ରାରେ ଏହି କାର୍ଯ୍ୟକ୍ରମକୁ ବହୁଳମାତ୍ରାରେ ପ୍ରଚାର ପ୍ରସାର କରିବା ପାଇଁ ଜଣାଇ ଦିଆ ଗଲା