Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ବରଗଡ: ବରଗଡ DEO,BEO ଓ କ୍ରୀଡ଼ା ଶିକ୍ଷକଙ୍କୁ ପୋଲିସ ଗିରଫ କରିଥିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ବରଗଡ ଏଡିସନାଲ ଏସପି

MORE NEWS

👉 ଓଡ଼ିଶା ର ଏକ ଜନନାୟକର ବିଦାୟ କାହାଣୀ:

👉  ସୁଶାନ୍ତ ସିଂହଙ୍କ ଅନ୍ତିମ ଯାତ୍ରାରେ ଦୁଃଖଦ ଜନସମୁଦ୍ର

ବରଗଡ଼ — ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ଅନ୍ତିମ ଯାତ୍ରା ଅଭୂତପୂର୍ବ ଦୃଶ୍ୟର ସାକ୍ଷୀ ହୋଇ ରହିଗଲା। ଏହା କେବଳ ଜଣେ ରାଜନେତାଙ୍କ ଶେଷଯାତ୍ରା ନୁହେଁ, ବରଂ ହଜାର ହଜାର ଲୋକଙ୍କ ଭଲପାଇବା ଶ୍ରଦ୍ଧାର ଏକ ନିରବ ବିଦାୟ ରଜନୀ ଥିଲା। ସୋହେଲାର ହଳଦୀପାଲି ଛକରୁ ଯେତେବେଳେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ବାଉଁସେନମୁରା ଅଭିମୁଖେ ନିଆଯାଉଥିଲା, ସେତେବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷା କରିଥିଲେ ଅଗଣିତ ଲୋକ। କାହା ହାତରେ ଥିଲା ପୁଷ୍ପମାଲ୍ୟ ତ କାହା ଆଖିରେ ଥିଲା ଅଶ୍ରୁ, ଆଉ କାହାର କଣ୍ଠରେ ଥିଲା ଅମର ରହେ ସହ ନୀରବ ପ୍ରାର୍ଥନା। ଶବଯାତ୍ରା ଆଗକୁ ବଢ଼ିବା ସହ "ସୁଶାନ୍ତ ସିଂହ ଅମର ରହେ" ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରତିଧ୍ୱନିତ ହେଉଥିଲା।
ହଳଦୀପାଲି ଛକ, ଗାନ୍ଧୀ ଛକ, ସୋହେଲା, ଧୂସରବାହାଳ ଓ ବାଉଁସେନମୁରା ଅଞ୍ଚଳରେ ଶବଯାତ୍ରାକୁ ଏକାଧିକ ସ୍ଥାନରେ ଅଟକାଇ ଲୋକେ ଶେଷ  ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଚାରିଚକିଆ ଯାନର ଲମ୍ବା ଧାଡ଼ି ଏବଂ ବିପୁଳ ଜନସମାଗମ ଯୋଗୁଁ ଦୀର୍ଘ ସମୟ ଧରି ଟ୍ରାଫିକ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ତଥାପି କାହାରି ମୁହଁରେ ଅସନ୍ତୋଷ ନଥିଲା; ସମସ୍ତଙ୍କ ଇଚ୍ଛା ଥିଲା ଶେଷ ଥର ପାଇଁ ପ୍ରିୟ ନେତାଙ୍କୁ ଥରେ ଦେଖିବା।
ଅନ୍ତିମ ଯାତ୍ରାର ସବୁଠୁ ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଥିଲା ସୋହେଲା ସହରରେ। ଘରର ଛାତ, ବାଲକୋନୀ ଓ ରାସ୍ତାକଡ଼ରେ ଠିଆ ହୋଇ ଅନେକ ମହିଳା, ବୃଦ୍ଧ ଓ ଶିଶୁ ନୀରବ ଆଖିରେ ଶବଯାତ୍ରାକୁ ଦେଖୁଥିଲେ। କେହି କେହି ଲୁହ ପୋଛୁଥିଲେ, ଆଉ କେହି ହାତ ଯୋଡ଼ି ଶେଷ ପ୍ରଣାମ ଜଣାଉଥିଲେ। ସେହି ଦୃଶ୍ୟ ଦେଖି ଅନେକଙ୍କ ଆଖି ମଧ୍ୟ ଭିଜିଯାଇଥିଲା।
ଧୂସରବାହାଳ ବାଦୀଟିକ୍ରା ଶ୍ମଶାନରେ ଅନ୍ତିମ ସତ୍କାର ବେଳେ ଜନସମାଗମ ଏତେ ବିପୁଳ ଥିଲା ଯେ ଅନେକ ଲୋକ ଗଛ ଉପରକୁ ଚଢ଼ି ଏବଂ ଚାଷଜମିର ଉଚ୍ଚ ସ୍ଥାନରେ ଠିଆ ହୋଇ ଶେଷକୃତ୍ୟ ଦେଖିଥିଲେ। ଏହି ଦୃଶ୍ୟ ସ୍ଥାନୀୟ ଲୋକଙ୍କ ମନରେ ଦୀର୍ଘଦିନ ପର୍ଯ୍ୟନ୍ତ ଅମ୍ଳାନ ରହିବ।
ସୁଶାନ୍ତ ସିଂହଙ୍କ ବିୟୋଗରେ ସୋହେଲା ସହରର ଦୋକାନ ବଜାର ଶୋକ ସ୍ୱରୂପ ଏକ ଦିନ ପାଇଁ ବନ୍ଦ ରହିଥିଲା। ଛତିଶଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମୀ, ସମର୍ଥକ, ଜନପ୍ରତିନିଧି ଓ ସାଧାରଣ ଲୋକ ତାଙ୍କ ପ୍ରତି ଶେଷ ଶ୍ରଦ୍ଧା ଜଣାଇଥିଲେ।
ଜଣେ ବ୍ୟକ୍ତିଙ୍କ ଜୀବନର ପ୍ରକୃତ ମୂଲ୍ୟାଙ୍କନ ତାଙ୍କ ବିଦାୟ ବେଳେ ସମାଜର ପ୍ରତିକ୍ରିୟାରୁ ମଧ୍ୟ ଅନୁମାନ କରାଯାଏ। ସୁଶାନ୍ତ ସିଂହଙ୍କ ଅନ୍ତିମ ଯାତ୍ରାରେ ଦେଖାଯାଇଥିବା ବିପୁଳ ଜନସମାଗମ ଏବଂ ଅଶ୍ରୁଭିଜା ପରିବେଶ ଏକ କଥା ସ୍ପଷ୍ଟ କରିଦେଇଛି—ତାଙ୍କ ବିୟୋଗ ଅନେକ ଲୋକଙ୍କ ମନକୁ ଗଭୀର ଭାବେ ସ୍ପର୍ଶ କରିଛି। ସମୟ ଆଗକୁ ବଢ଼ିବ, ନୂଆ ଅଧ୍ୟାୟ ଆରମ୍ଭ ହେବ; କିନ୍ତୁ ୨୮ଜୁଲାଇର ଏହି ଅଶ୍ରୁଭିଜା ବିଦାୟ ବରଗଡ଼ ଜିଲ୍ଲା ତଥା ଓଡିଶା ର ସାମାଜିକ ଓ ରାଜନୈତିକ ସ୍ମୃତିରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ହୋଇ ରହିଯିବ। ସରକାର ରେ ନଥାଇ କିମ୍ବା ବିଧାୟକ ନ ଥାଇବି ସାଧାରଣ ଜନତା ଅପେ ଅପେ ପହଞ୍ଚି ଶେଷ ଦର୍ଶନ କରିବା ସହ ଚିରଦିନ ପାଇଁ ବିଦାୟ ଦେବା ହୁଏତ ସମସ୍ତ ଙ୍କ ଭାଗ୍ୟ ରେ ଥାଇନପାରେ ଏହି ବିଶାଳ ବିଦାୟ ସୂଚାଇ ଦେଉଥିଲା।

👉 ଓଡ଼ିଶା ର ଏକ ଜନନାୟକର ବିଦାୟ କାହାଣୀ: 👉 ସୁଶାନ୍ତ ସିଂହଙ୍କ ଅନ୍ତିମ ଯାତ୍ରାରେ ଦୁଃଖଦ ଜନସମୁଦ୍ର ବରଗଡ଼ — ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ଅନ୍ତିମ ଯାତ୍ରା ଅଭୂତପୂର୍ବ ଦୃଶ୍ୟର ସାକ୍ଷୀ ହୋଇ ରହିଗଲା। ଏହା କେବଳ ଜଣେ ରାଜନେତାଙ୍କ ଶେଷଯାତ୍ରା ନୁହେଁ, ବରଂ ହଜାର ହଜାର ଲୋକଙ୍କ ଭଲପାଇବା ଶ୍ରଦ୍ଧାର ଏକ ନିରବ ବିଦାୟ ରଜନୀ ଥିଲା। ସୋହେଲାର ହଳଦୀପାଲି ଛକରୁ ଯେତେବେଳେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ବାଉଁସେନମୁରା ଅଭିମୁଖେ ନିଆଯାଉଥିଲା, ସେତେବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷା କରିଥିଲେ ଅଗଣିତ ଲୋକ। କାହା ହାତରେ ଥିଲା ପୁଷ୍ପମାଲ୍ୟ ତ କାହା ଆଖିରେ ଥିଲା ଅଶ୍ରୁ, ଆଉ କାହାର କଣ୍ଠରେ ଥିଲା ଅମର ରହେ ସହ ନୀରବ ପ୍ରାର୍ଥନା। ଶବଯାତ୍ରା ଆଗକୁ ବଢ଼ିବା ସହ "ସୁଶାନ୍ତ ସିଂହ ଅମର ରହେ" ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରତିଧ୍ୱନିତ ହେଉଥିଲା। ହଳଦୀପାଲି ଛକ, ଗାନ୍ଧୀ ଛକ, ସୋହେଲା, ଧୂସରବାହାଳ ଓ ବାଉଁସେନମୁରା ଅଞ୍ଚଳରେ ଶବଯାତ୍ରାକୁ ଏକାଧିକ ସ୍ଥାନରେ ଅଟକାଇ ଲୋକେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଚାରିଚକିଆ ଯାନର ଲମ୍ବା ଧାଡ଼ି ଏବଂ ବିପୁଳ ଜନସମାଗମ ଯୋଗୁଁ ଦୀର୍ଘ ସମୟ ଧରି ଟ୍ରାଫିକ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ତଥାପି କାହାରି ମୁହଁରେ ଅସନ୍ତୋଷ ନଥିଲା; ସମସ୍ତଙ୍କ ଇଚ୍ଛା ଥିଲା ଶେଷ ଥର ପାଇଁ ପ୍ରିୟ ନେତାଙ୍କୁ ଥରେ ଦେଖିବା। ଅନ୍ତିମ ଯାତ୍ରାର ସବୁଠୁ ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଥିଲା ସୋହେଲା ସହରରେ। ଘରର ଛାତ, ବାଲକୋନୀ ଓ ରାସ୍ତାକଡ଼ରେ ଠିଆ ହୋଇ ଅନେକ ମହିଳା, ବୃଦ୍ଧ ଓ ଶିଶୁ ନୀରବ ଆଖିରେ ଶବଯାତ୍ରାକୁ ଦେଖୁଥିଲେ। କେହି କେହି ଲୁହ ପୋଛୁଥିଲେ, ଆଉ କେହି ହାତ ଯୋଡ଼ି ଶେଷ ପ୍ରଣାମ ଜଣାଉଥିଲେ। ସେହି ଦୃଶ୍ୟ ଦେଖି ଅନେକଙ୍କ ଆଖି ମଧ୍ୟ ଭିଜିଯାଇଥିଲା। ଧୂସରବାହାଳ ବାଦୀଟିକ୍ରା ଶ୍ମଶାନରେ ଅନ୍ତିମ ସତ୍କାର ବେଳେ ଜନସମାଗମ ଏତେ ବିପୁଳ ଥିଲା ଯେ ଅନେକ ଲୋକ ଗଛ ଉପରକୁ ଚଢ଼ି ଏବଂ ଚାଷଜମିର ଉଚ୍ଚ ସ୍ଥାନରେ ଠିଆ ହୋଇ ଶେଷକୃତ୍ୟ ଦେଖିଥିଲେ। ଏହି ଦୃଶ୍ୟ ସ୍ଥାନୀୟ ଲୋକଙ୍କ ମନରେ ଦୀର୍ଘଦିନ ପର୍ଯ୍ୟନ୍ତ ଅମ୍ଳାନ ରହିବ। ସୁଶାନ୍ତ ସିଂହଙ୍କ ବିୟୋଗରେ ସୋହେଲା ସହରର ଦୋକାନ ବଜାର ଶୋକ ସ୍ୱରୂପ ଏକ ଦିନ ପାଇଁ ବନ୍ଦ ରହିଥିଲା। ଛତିଶଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମୀ, ସମର୍ଥକ, ଜନପ୍ରତିନିଧି ଓ ସାଧାରଣ ଲୋକ ତାଙ୍କ ପ୍ରତି ଶେଷ ଶ୍ରଦ୍ଧା ଜଣାଇଥିଲେ। ଜଣେ ବ୍ୟକ୍ତିଙ୍କ ଜୀବନର ପ୍ରକୃତ ମୂଲ୍ୟାଙ୍କନ ତାଙ୍କ ବିଦାୟ ବେଳେ ସମାଜର ପ୍ରତିକ୍ରିୟାରୁ ମଧ୍ୟ ଅନୁମାନ କରାଯାଏ। ସୁଶାନ୍ତ ସିଂହଙ୍କ ଅନ୍ତିମ ଯାତ୍ରାରେ ଦେଖାଯାଇଥିବା ବିପୁଳ ଜନସମାଗମ ଏବଂ ଅଶ୍ରୁଭିଜା ପରିବେଶ ଏକ କଥା ସ୍ପଷ୍ଟ କରିଦେଇଛି—ତାଙ୍କ ବିୟୋଗ ଅନେକ ଲୋକଙ୍କ ମନକୁ ଗଭୀର ଭାବେ ସ୍ପର୍ଶ କରିଛି। ସମୟ ଆଗକୁ ବଢ଼ିବ, ନୂଆ ଅଧ୍ୟାୟ ଆରମ୍ଭ ହେବ; କିନ୍ତୁ ୨୮ଜୁଲାଇର ଏହି ଅଶ୍ରୁଭିଜା ବିଦାୟ ବରଗଡ଼ ଜିଲ୍ଲା ତଥା ଓଡିଶା ର ସାମାଜିକ ଓ ରାଜନୈତିକ ସ୍ମୃତିରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ହୋଇ ରହିଯିବ। ସରକାର ରେ ନଥାଇ କିମ୍ବା ବିଧାୟକ ନ ଥାଇବି ସାଧାରଣ ଜନତା ଅପେ ଅପେ ପହଞ୍ଚି ଶେଷ ଦର୍ଶନ କରିବା ସହ ଚିରଦିନ ପାଇଁ ବିଦାୟ ଦେବା ହୁଏତ ସମସ୍ତ ଙ୍କ ଭାଗ୍ୟ ରେ ଥାଇନପାରେ ଏହି ବିଶାଳ ବିଦାୟ ସୂଚାଇ ଦେଉଥିଲା।

Bargarh, Bargarh (Baragarh) | Jul 28, 2026

👉 ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଙ୍କ ଦେହାନ୍ତ ଆମର ସମସ୍ତଙ୍କ ପାଇଁ ବହୁତ ବଡ଼ କ୍ଷତି 
👉ସେ ମତେ ରାଜନୀତି କେ ଆଣିକି ପରିଚୟ ଦେଇଥିଲେ 
#padampurtv
#everyonefollowers 
#viralchallenge 
#bargarh28_ 
#odisha

👉 ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଙ୍କ ଦେହାନ୍ତ ଆମର ସମସ୍ତଙ୍କ ପାଇଁ ବହୁତ ବଡ଼ କ୍ଷତି 👉ସେ ମତେ ରାଜନୀତି କେ ଆଣିକି ପରିଚୟ ଦେଇଥିଲେ #padampurtv #everyonefollowers #viralchallenge #bargarh28_ #odisha

Bargarh, Bargarh (Baragarh) | Jul 28, 2026

ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ #ଗନିଆଁପାଳି ଗାଁର ପନିପରିବାର ବଜାର ଦୃଶ୍ୟ  ପାଣି ସବୁ ଆଡ଼େ ଲୋଳ ଠିକ ଭାବରେ ବଜାର କରି ପାରୁ ନାହାନ୍ତି କି ବଜାର ରେ ଆସୁଥିବା ବୈବସାୟୀ ଠିକ ଭାବରେ ବିକ୍ରି କରି ପାରୁ ନାହାନ୍ତି । 
#padampurtv 
#everyonefollowers 
#dmbargarh 
#cmoodisha 
#viralchallenge

ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ #ଗନିଆଁପାଳି ଗାଁର ପନିପରିବାର ବଜାର ଦୃଶ୍ୟ ପାଣି ସବୁ ଆଡ଼େ ଲୋଳ ଠିକ ଭାବରେ ବଜାର କରି ପାରୁ ନାହାନ୍ତି କି ବଜାର ରେ ଆସୁଥିବା ବୈବସାୟୀ ଠିକ ଭାବରେ ବିକ୍ରି କରି ପାରୁ ନାହାନ୍ତି । #padampurtv #everyonefollowers #dmbargarh #cmoodisha #viralchallenge

Bargarh, Bargarh (Baragarh) | Jul 28, 2026