ଛତ୍ରପୁର: ଭାବିନିପୂର୍ ଓ କୁକୁଡାଖଣ୍ଡିରେ ସେବା ସଂକଳ୍ପ ଅଭିଯାନ, ଅଙ୍ଗନବାଡି କର୍ମୀ ସମ୍ମାନିତ
ଭାବିନିପୂର୍ ପଞ୍ଚାୟତର ୩ ନମ୍ବର ୱାର୍ଡ ଓ କୁକୁଡାଖଣ୍ଡିର ରମକୃଷ୍ଣ ନଗରରେ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ। କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ଦିଦି, ପାଚିକା ଓ ଆଶା ଦିଦି ମାନଙ୍କୁ ସମ୍ମାନିତ କରାଯିବା ସହ ହିତାଧିକାରୀଙ୍କ ସହ ଖାଦ୍ୟର ଉପକାରିତା ଓ ସରକାରୀ ଭୂମିକା ନେଇ ଆଲୋଚନା ହୋଇଛି।