କଟକ CDA ର କାସ୍ୟୁ ରେଷ୍ଟୁରାଣ୍ଟରେ ଚଢ଼ାଉ: ମଦ, ଜୁଆ ଓ ହୁକା ବାର୍ ଠାବ
କଟକ ସିଡିଏ ଅଞ୍ଚଳର କାସ୍ୟୁ ରେଷ୍ଟୁରାଣ୍ଟରେ ସିଏମସି, ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ। ରେଷ୍ଟୁରାଣ୍ଟରେ ବେଆଇନ ହୁକା ବାର୍, ଜୁଆଖେଳ ଓ ମଦ କାରବାର ସହ ଜବତ ହେଲା ବାସି ଖାଦ୍ୟ। ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନର ସୂଚନା।