ନନ୍ଦନକାନନ: ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରିବା ନେଇ ନନ୍ଦନକାନନ ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ
ଜଣା ଶୁଣା ହେୟାର ଡିଜାଇନର ସଂଜୀବ ବାରିକ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ | ହେୟାର ଡିଜାଇନର ମାଲିକ ସଂଜୀବ ବାରିକଙ୍କ ନାଁରେ ଆଜି 3.35ରେ ନନ୍ଦନକାନନ ଥାନାରେ ରୁଜୁ ହେଲା ମାମଲା I ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ମାଡ଼ ମାରୁଥିବା ନେଇ ଅଭିଯୋଗରେ ଉଲ୍ଲେଖ। ସ୍ୱାମୀଙ୍କ ପରକୀୟା ପ୍ରୀତି ଧରା ପଡିବା ପରେ ସଂଜୀବ ତାଙ୍କ ପତ୍ନୀଙ୍କୁ ମାଡ଼ ମାରୁଥିବାର କଥା ସାମ୍ନାକୁ ଆସିଥିଲା I ସଂଜୀବଙ୍କ ପତ୍ନୀ ଏଭଳି ଅଭିଯୋଗ ଆଣିଛନ୍ତି I ଗତ ଅଗଷ୍ଟ ୨୫ ତାରିଖରେ ପରକିୟା ପ୍ରିତି ଧରାପଡିବା ପରେ ପତ୍ନୀ ଆଜି ଥାନାର ଦ୍ବାରସ୍ଥ ହୋଇଛନ୍ତି |