ଆଠଗଡ: ନୂଆଶାସନ ଗ୍ରାମର ମହାନଦୀ ବେନାର ତୁଠ ନିକଟରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ
ମଧ୍ୟାନ୍ନ ରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମର ମହାନଦୀ ବେନାର ତୁଠ ନିକଟରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। କାହାର ମୃତ ଦେହ ତାହା ସ୍ପଷ୍ଟ ହୋଇନି। ଏକ ହାପ ପ୍ଯାଣ୍ଟ ଏବଂ ହାପ କଳା ଗଞ୍ଜି ରହିଛି ମୃତ ଦେହରେ। ପୋଲିସ ଅଧିକ ତଦନ୍ତ ଚଳାଇଛି।