ସୋର: ମହାଷ୍ଟମୀରେ ବାହାନଗା ପୂଜା ମଣ୍ଡପ ବୁଲିଲେ ସୋର ବିଧାୟକ ମାଧବ ଧଡା
Soro, Balasore | Oct 19, 2026 ପବିତ୍ର ମହାଷ୍ଟମୀ ଅବସରରେ ବାହାନଗା ବ୍ଲକର ବଗଧା, ରାମତାଳି ଓ ଆଡ଼ିଆ ଗାଁ ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କ ଦର୍ଶନ କରିଛନ୍ତି ସୋର ବିଧାୟକ ମାଧବ ଧଡା। ଏହି ଅବସରରେ ସେ ସମସ୍ତଙ୍କୁ ମହାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି।