ଢେଙ୍କାନାଳ ସଦର: ଯୋରନ୍ଦା ସତସଙ୍ଗ କେନ୍ଦ୍ର ଠାରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କର ୧୩୮ତମ ଶୁଭ ଆବିର୍ଭାବ ଦିବସ ମହୋତ୍ସବ ପାଳିତ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସତ୍ ସଙ୍ଗ କେନ୍ଦ୍ର ଠାରେ ଆଜି ତା୧୬।୯ ରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୮ ତମ ଆବିର୍ଭାବ ଦିବସ ମହୋତ୍ସବ ପାଳିତ ହୋଇଛି। ଯୋରନ୍ଦା ସତସଙ୍ଗ କେନ୍ଦ୍ର ସମସ୍ତ ଗୁରୁ ଭାଇ, ଭଉଣୀ ମାନଙ୍କୁ ନେଇ ପ୍ରଥମେ ଉଷା ମାଙ୍ଗଳିକ, ବ୍ରାହ୍ମ ମୂହୁର୍ତ୍ତ,ବେଦ ମାଙ୍ଗଳିକ, ପ୍ରତ୍ୟୁଷ ଉଷାକୀର୍ତ୍ତନ,ଉଷାବିନତୀ ପ୍ରାର୍ଥନା ସଙ୍ଗୀତାଞ୍ଜଳୀ,ନାମକୀର୍ତ୍ତନ ଓ ସତସଙ୍ଗ ଅନୁଷ୍ଠିତ ହୋଇଥିଲା।