କୋଟପାଡ: କୋରାପୁଟ: ୫ ଅକ୍ଟୋବରରେ ହେବ ଜିଲ୍ଲାସ୍ତରୀୟ ଜନ ଶୁଣାଣି
ଆସନ୍ତା ୫ ଅକ୍ଟୋବର ୨୦୨୬ରେ କୋରାପୁଟ ଲମତାପୁଟରେ ଅନୁଷ୍ଠିତ ହେବ ଜିଲ୍ଲାସ୍ତରୀୟ ଜନ ଶୁଣାଣି ଶିବିର। ଜିଲ୍ଲାପାଳ ଓ ଏସପିଙ୍କ ସମେତ ବହୁ ଅଧିକାରୀ ଯୋଗ ଦେବେ। ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଆୟୋଜିତ ହେବ ଜନ ଶୁଣାଣି। ସମସ୍ୟା ଜଣାଇବା ପାଇଁ ଶିବିରରେ ଯୋଗ ଦିଅନ୍ତୁ।