କେନ୍ଦ୍ରାପଡା: ମହାକାଳପଡ଼ା: କଂଗ୍ରେସ ନେତା ବିଭ୍ରାଂଶୁ ଲେଙ୍କା ସୌମ୍ୟାଶ୍ରୀଙ୍କ ଜନ୍ମଦିନରେ ସାମିଲ
ମାର୍ଶାଘାଇ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରେ ଶିଶୁ କନ୍ୟା ସୌମ୍ୟାଶ୍ରୀଙ୍କ ଜନ୍ମଦିନ ପାଳିତ । କଂଗ୍ରେସ ନେତା ବିଭ୍ରାଂଶୁ ଲେଙ୍କା ଯୋଗ ଦେଇ ଶିଶୁଟିର ଉଜ୍ଜ୍ୱଳ ଭବିଷ୍ୟତ ଓ ଦୀର୍ଘାୟୁ କାମନା କଲେ ।