ପାଟଣାଗଡ: ଓମ କଲ୍ୟାଣ ମଣ୍ଡପ ରେ କାହ୍ନା କ୍ରିଷ୍ଟାଲ ସ୍କୁଲର ବାଷିକ ଉତ୍ସବ ଅନୁଷ୍ଠିତ
ସ୍ଥାନୀୟ ଓମ କଲ୍ୟାଣ ମଣ୍ଡପ ରେ କାହ୍ନା କ୍ରିଷ୍ଟାଲ ସ୍କୁଲର ବାଷିକ ଉତ୍ସବ ମଙ୍ଗଳବାର ରାତିରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଶ୍ରୀ ରୁଦ୍ରମୋହନ ନାଏକ ଯୋଗ ଦେଇଥିଲେ ସମ୍ମାନିତ ଅତିଥି ଭାବରେ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ଶଙ୍କର ପ୍ରସାଦ ମାଝି ରହିଥିଲେ । ମୁଖ୍ୟ ଅତିଥି କୃତି ପ୍ରତିଯୋଗି ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।