କଟକରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ, ଓ ଏମ୍ ସି ପୁରୀ କୋଷ୍ଟାଲ୍ ମାରାଥନ୍ ପାଇଁ ପ୍ରୋମୋ ରନ୍
ବିଶ୍ୱ ପର୍ଯ୍ୟଟନ ଦିବସରେ କଟକରେ ଆୟୋଜିତ ହୋଇଛି ‘ପ୍ରୋମୋ ରନ୍’। ୧୩ ଡିସେମ୍ବର ୨୦୨୬ରେ ହେବାକୁ ଥିବା ‘ଓ ଏମ୍ ସି ପୁରୀ କୋଷ୍ଟାଲ୍ ମାରାଥନ୍’ ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି। ରାଜ୍ୟର ୩୨ଟି ସ୍ଥାନରେ ୧୦,୦୦୦ରୁ ଅଧିକ ରନର୍ସ ଏଥିରେ ଅଂଶଗ୍ରହଣ କରିଥିଲେ।