ବଡସାହି: ଦାନ୍ତିଆମୁହାଁରେ ଉତ୍କଟ କୀଟନାଶକ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଶଙ୍କାଟାପନ୍ନ ଅବସ୍ଥାରେ ବେତନଟୀରୁ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର
ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗ୍ରାମର ଜନୈକା ମହିଳା ଉତ୍କଟ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ମଙ୍ଗଳବାର ରାତି ଆଠଟାରେ ଅତ୍ୟନ୍ତ ଶଙ୍କଟାପନ୍ନ ଅବସ୍ଥାରେ ବେତନଟୀ ଡାକ୍ତରଖାନାରୁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ମହିଳା ଜଣକ ହେଉଛନ୍ତି ଦାନ୍ତିଆମୁହାଁ ଗ୍ରାମର ତପନ ସିଂଙ୍କ ସ୍ତ୍ରୀ ରୀମା ସିଂ |