ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଉଡ଼ିମାଲ ଶ୍ରୀ ହନୁମାନ ଫୁଡ଼ ପ୍ରଡକ୍ଟ ରାଇସ ମିଲ ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ଶନିବାର ସକାଳ 10 ଟା ସମୟରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିବା ସହ ଅଞ୍ଚଳ ବାସୀଙ୍କ ପାଇଁ ମଙ୍ଗଳ କାମନା କରିଥିଲେ। ଓ ଲୋକଙ୍କ ସହ କଥା ବାର୍ତା ହୋଇ ସୁବିଧା ଅସୁବିଧା ପଚାରି ବୁଝିଥିଲେ।ତାଙ୍କ ସହ ଦଲୀୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ