ଆଜି ଡିସେମ୍ବର 24 ତାରିଖ ସନ୍ଧ୍ୟା 5 ଟା ସମୟରେ ଏହି କର୍ମଶାଳା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୃଜନୀର ମୁଖ୍ୟ ଶ୍ରୀମତୀ ସବିତା ପଣ୍ଡା ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ କଳା ଆୟତନ ର ଅଧ୍ୟକ୍ଷ ଶ୍ରୀ ଶୀତଳ କୁମାର ମହାପାତ୍ର ଯୋଗ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ତଥା ଜଜ୍ ଭାବେ ସୁଶାନ୍ତ କୁମାର ପାଣଗ୍ରାହୀ, ଶିଳ୍ପୀ ସୁଧାଂଶୁ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ତେବେ ଏହି ରାଜ୍ୟ ସ୍ତରୀୟ ଶିବିରରେ 32 ଜଣ ଯୁବ ଶିଳ୍ପୀ ଅଂଶ ଗ୍ରହଣ କରିଥଲେ। ଶିବିର ଗତ 22 ଡ଼ିସେମ୍ବର ତାରିଖ ସୋମବାର ରୁ ଆରମ୍ଭ ହୋଇଥିବା ବେଳେ ଆଜି 24 ଡିସେମ୍ବର ବୁଧବାର ର