ଅମ୍ବାଭୋନା: ଲଖନପୁର ଗ୍ରାମର ପ୍ରସିଦ୍ଧ 41 ତମ ସାର୍ବଜନୀନ କାଲୀପୁଜା ରେ ଆଜି ସଂନ୍ଧ୍ଯାଆଲତୀ ରେ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଯୋଗଦାନ
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ର ପ୍ରସିଦ୍ଧ 41 ତମ ସାର୍ବଜନୀନ କାଲିପୁଜା ରେ ଆଜି ସଂନ୍ଧ୍ଯା 7 PM ରେ ହୋଇଥିବା ସଂନ୍ଧ୍ଯାଆଲତୀ ସମୟରେ ଅଂଚଲର ଶହଶହ ମହିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଯୋଗଦାନ ହୋଇଥିଲା । ଆଜି ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ ହେବ।