Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
subhadeepswara987
ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଆରଡ ବଜାରରେ ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଥିବା ମାମଲାରେ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ଗିରଫ ଅଭିଯୁକ୍ତମାନଙ୍କ ପାଖରୁ 2ଟି ବନ୍ଧୁକ, 2ଟି ବମ, 2ଟି ଗୁଳି, ଗୋଟିଏ ପଲ୍ସର ବାଇକ୍ ଏବଂ 4ଟି ମୋବାଇଲ ଫୋନ୍ ଜବତ କରିଛି। #ssnews #balasore #police #PressMeet #Odisha #OdishaNews #BreakingNews #spbalasore
Bhadrak Rural, Bhadrak
| Jul 14, 2026
#ssnews
#balasore
#police
#pressmeet
#odisha
#odishanews
#breakingnews
#spbalasore
MORE NEWS
🕯️ ଭଦ୍ରକ ହରାଇଲା ଜଣେ ପ୍ରତିଭାବାନ ଓଡ଼ିଶୀ ନୃତ୍ୟଶିଳ୍ପୀ — ସସ୍ମିତା ପଣ୍ଡା। 💔 ତାଙ୍କ ଅକାଳ ବିୟୋଗ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ କଳା, ସମର୍ପଣ ଓ ସ୍ମୃତି ସଦା ସର୍ବଦା ଅମର ହୋଇ ରହିବ। 🙏 RCN ପରିବାର ତରଫରୁ ସ୍ୱର୍ଗତ ସସ୍ମିତା ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ। ଓଁ ଶାନ୍ତି। 🕊️ 💐 ଆପଣ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କମେଣ୍ଟରେ "ଓଁ ଶାନ୍ତି" ଲେଖନ୍ତୁ। #RCNODIA #Tribute #RIP #SasmitaPanda #Bhadrak #OdiaNews #Odissi #OmShanti #Respect
Bhadrak Rural, Bhadrak | Jul 26, 2026
🥚 ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର! ଅଣ୍ଡାର କାର୍ଟୁନ ପିଛା ₹୨୦୦ ଟଙ୍କା କମିଥିବାରୁ ବଜାରରେ ଦର ହ୍ରାସ ପାଇଛି। ତେବେ ଅନ୍ୟପଟେ ପାଉଁରୁଟିର ଦର ବଢ଼ିବା ଯୋଗୁଁ ସାଧାରଣ ଗ୍ରାହକଙ୍କ ଚିନ୍ତା ବଢ଼ିଛି। ଏହି ଭିଡିଓରେ ଜାଣନ୍ତୁ— ✅ ଅଣ୍ଡାର ନୂଆ ଦର ✅ କାହିଁକି କମିଲା ଅଣ୍ଡା ମୂଲ୍ୟ? ✅ କାହିଁକି ବଢ଼ୁଛି ପାଉଁରୁଟିର ଦର? ✅ ବଜାରର ସମ୍ପୂର୍ଣ୍ଣ ଅପଡେଟ୍ ଭିଡିଓଟି ଭଲ ଲାଗିଲେ Like 👍 | Share 📤 | Subscribe 🔔 କରନ୍ତୁ। #EggPrice #BreadPrice #OdishaNews #BreakingNews #MarketUpdate #OdiaNews #EggRate #Bread #TodayNews #Odia
Bhadrak Rural, Bhadrak | Jul 26, 2026
🙏 ଜୟ ଜଗନ୍ନାଥ! ଅରଣ୍ଡୁଆ ଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଛି। ବହୁ ସଂଖ୍ୟାରେ ଭକ୍ତମାନେ ଯୋଗଦେଇ ରଥ ଟାଣିବା ସହ "ହରିବୋଲ" ଧ୍ୱନିରେ ପରିବେଶକୁ ଭକ୍ତିମୟ କରିଥିଲେ। 📹 ଏହି ଭିଡିଓରେ ଦେଖନ୍ତୁ— 🚩 ଅରଣ୍ଡୁଆ ବାହୁଡ଼ା ଯାତ୍ରାର ଭବ୍ୟ ଦୃଶ୍ୟ 🙏 ଭକ୍ତମାନଙ୍କ ଉତ୍ସାହ ଓ ସମାଗମ 🛕 ରଥଯାତ୍ରାର ବିଶେଷ ମୁହୂର୍ତ୍ତ 🎥 ସମ୍ପୂର୍ଣ୍ଣ ଉତ୍ସବର ଝଲକ ଭିଡିଓଟି ଭଲ ଲାଗିଲେ Like 👍 | Share 📤 | Subscribe 🔔 କରିବାକୁ ଭୁଲନ୍ତୁ ନାହିଁ। #BahudaYatra #Arandua #Jagannath #RathaYatra #OdiaNews #Odisha #JaiJagannath #Festival #BreakingNews #Odia
Bhadrak Rural, Bhadrak | Jul 26, 2026
#ଧର୍ମେନ୍ଦ୍ରଙ୍କ_ଇସ୍ତଫା_ପରେ_ଯନ୍ତରମନ୍ତରରେ_ଖୁସି_ର_ମାହୋଲ। ଅଭିଜିତ କହିଲେ- #ସୁବା_ହୋ_ଗୟି_ମାମୁ #SSNews #cjp #cjpparty #neetexam #paperleak #DharmendraPradhan #Resignation #President #cjpprotest #delhi #BJPGovernment #Minister
Bhadrak Rural, Bhadrak | Jul 25, 2026
#ଏ_ଦୁନିଆ_ଝୁକତି_ହେ_ଝୁକାନେ_ୱାଲା_ଚାହିଏ ଧର୍ମେନ୍ଦ୍ରଙ୍କ ଇସ୍ତଫାରେ ଡେଇଁଲା #CJP #SSNews #cjp #protest #NEETPaperLeak #EducationMinister #Resign #Odisha #india #DharmendraPradhan
Bhadrak Rural, Bhadrak | Jul 25, 2026
ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଆରଡ ବଜାରରେ ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଥିବା ମାମଲାରେ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ଗିରଫ ଅଭିଯୁକ୍ତମାନଙ୍କ ପାଖରୁ 2ଟି ବନ୍ଧୁକ, 2ଟି ବମ, 2ଟି ଗୁଳି, ଗୋଟିଏ ପଲ୍ସର ବାଇକ୍ ଏବଂ 4ଟି ମୋବାଇଲ ଫୋନ୍ ଜବତ କରିଛି। #ssnews #balasore #police #PressMeet #Odisha #OdishaNews #BreakingNews #spbalasore - Bhadrak Rural News