କାମାକ୍ଷାନଗର: କାମାକ୍ଷାନଗର ସହର ଦେଇ ଯାଉଥିବା ଆବର୍ଜନା ବୋଝେଇ ଗାଡିରୁ ଅଳିଆ ପଡି ଅଞ୍ଚଳକୁ କରୁଛି ଦୂଷିତ ,ମଙ୍ଗଳବାର ୪ଟାରେ ପ୍ରତିକ୍ରିୟା ରଖିଲେ
କାମାକ୍ଷାନଗର ସହର ଦେଇ ଯାଉଥିବା ଆବର୍ଜନା ବୋଝେଇ ଗାଡିରୁ ଅଳିଆ ପଡି ଅଞ୍ଚଳକୁ କରୁଛି ଦୂଷିତ ,ମଙ୍ଗଳବାର ୪ଟାରେ ପ୍ରତିକ୍ରିୟା ରଖିଲେ ଅଞ୍ଚଳ ବାସୀ ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଧ୍ୟଦେଇ ଦୈନିକ ରାତିରେ ଆବର୍ଜନା ବୋଝେଇ ଗାଡ଼ିରେ ଆବର୍ଜନା ଯାଉଥିବା ବେଳେ ତାହା ରାସ୍ତାରେ ପଡି ପୋତିମୟ ପରିବେଶ ସୃଷ୍ଟି କରୁଛି ଏହା ଉପରେ ମଙ୍ଗଳବାର ଲୋକେ ରଖିଲେ ପ୍ରତିକ୍ରିୟା ।