ବଡଚଣା: ସରିଫାବାଦ ସ୍ଥିତ ନଈ ଘାଟକୁ ଗାଧେଇବାକୁ ଯାଇ ବୁଡି ଗଲେ ଛାତ୍ର,ନଈରୁ ମୃତ ଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗ,ପୋଲିସର ତଦନ୍ତ ଆରମ୍ଭ
ସରିଫାବାଦ ସ୍ଥିତ ନଈ ଘାଟକୁ ଗାଧେଇବାକୁ ଯାଇ ବୁଡି ଗଲେ ଛାତ୍ର,ନଈରୁ ମୃତ ଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗ,ପୋଲିସର ତଦନ୍ତ ଆରମ୍ଭ l ଆଜି ରସୁଲପୁର ବ୍ଲକ ବରାନ୍ସ ଗାଁର ରାଜେନ୍ଦ୍ର କଣ୍ଠଙ୍କ ପୁଅ ଶୁଭମ କଣ୍ଠ ସରିଫାବାଦ ସ୍ଥିତ ନଈ ଘାଟଗାଧେଇବାକୁ ଆସିଥିଲେ l ହଠାତ କୌଣସି କାରଣରୁ ଗୋଡ଼ ଖସିଯିବାରୁ ଶୁଭମ ନଈ ରେ ଭାସି ଯାଇଥିଲେ l ଏହାକୁ ଦେଖି ଗ୍ରାମବାସୀ ଶୁଭମଙ୍କ ପରିବାରକୁ ଖବର ଦେଇଥିଲେ l ଖବର ପାଇ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଉଦ୍ଧାର ପାଇଁ ଖବର ଦେଇଥିଲେ l