ପାଟଣାଗଡ: ହରିଶଙ୍କର ଠୁଟା ସଂରକ୍ଷିତ ଜଙ୍ଗଲ ରେ କଳରାପତିଆ ବାଘ ବୁଲୁଥିବା ଚର୍ଚ୍ଚା
ଖପ୍ରାଖୋଳ ଥାନା ଅନ୍ତର୍ଗତ ହରିଶଙ୍କର ଠୁଟା ସଂରକ୍ଷିତ ଜଙ୍ଗଲରେ କଳରାପତିଆ ବାଘ ବୁଲୁଥିବା ଚର୍ଚ୍ଚା ହେଉଛି ।ଏହାକୁ ନେଇ ଜଙ୍ଗଲ ବିଭାଗ ପକ୍ଷରୁ ମଙ୍ଗଳବାର ମଧ୍ୟାହ୍ନରେ ପାଖରେ ଥିବା ଗ୍ରାମରେ ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛନ୍ତି ।