Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ଦେବଗଡ: ଶ୍ରୀନ୍ନିବାସପୁର ଗ୍ରାମରେ ଜନୈକା ମହିଳାଙ୍କୁ ମାଡ ମାରିବା ସହିତ ହତ୍ୟା ଧମକ ଦେଇଥିବା ଅଭିଯୋଗ

ଦେବଗଡ ଥାନା ଶ୍ରୀନ୍ନିବାସପୁର ଗ୍ରାମରେ ଜନୈକା ମହିଳାଙ୍କୁ ମାଡ ମାରିବା ସହିତ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଭାସ୍କର ନାଏକଙ୍କ ସ୍ତ୍ରୀ କୁନୀ ନାଏକ ଆଜି ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । ଆଜି ରାତି ୧୦ ଟାରେ ଦେବଗଡ ଥାନାରୁ ଏନେଇ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ କୁନୀ ନାଏକ ଘରେ ଥିବା ବେଳେ ତାଙ୍କ ଦେଢଶୁରର ନାତି ହମିତ ନାଏକ କୌଣସି କାରଣକୁ କେନ୍ଦ୍ର କରି ଆଜି ଦିନ ପ୍ରାୟ ୧୨.୩୦ ରେ ଘର ଭିତରେ ପଶି ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହିତ ମାଡ ମାରିଥିଲା ।

MORE NEWS