ଭଦ୍ରକ ଗ୍ରାମାଞ୍ଚଳ: ପିଲା ଗଣେଶ ମହୋତ୍ସବ କୁଆଁଶ ଠାରେ ସାମିଲ ହେଲେ ମନ୍ତ୍ରୀ ଙ୍କ ସମେତ ବିଧାୟକ ଓ ସାଂସଦ
କୁଆଁସ ଗ୍ରାମରେ ଦୀର୍ଘ ୩୩ ବର୍ଷ ଧରି ଭକ୍ତି, ଆସ୍ଥା ଓ ଐତିହ୍ୟର ପ୍ରତୀକ "ବାବା ପିଲା ଗଣେଶ"ଙ୍କ ପୂଜା ଅବିରତ ଭାବରେ ପାଳନ ହୋଇଆସୁଛି।ଆଜି ଏହି ପାରମ୍ପରିକ ପୂଜାରେ ବାବା ପିଲା ଗଣେଶ କମିଟି ଆନୁକୂଳ୍ୟରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ମାନ୍ୟବର ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ Suryabanshi Suraj , ମାନ୍ୟବର ସାଂସଦ ଶ୍ରୀ Avimanyu Sethi , ବିଧାୟକ ଶୀତାଂଶୁ ମହାପାତ୍ର ଓ ବରେଣ୍ୟ ଅତିଥି ମାନେ ସାମିଲ ହୋଇଥିଲେ। ଏହା ସହ ଐତିହ୍ୟବାହି ପୂଜାର ଅଂଶୀଦାର ହୋଇ ନିଜ ମାଟିର ପ୍ରେମ ଓ ସ୍ମୃତିକୁ ପୁଣିଥରେ ଅନୁଭବ କରିଥିବା କହିଛନ୍ତି ବିଧାୟକ