ପାଟଣାଗଡ଼ ବ୍ଳକ ଦନ୍ଦରା ବାହାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ମନୋମୁଖୀ କାର୍ଯ୍ୟ କୁ ନେଇ ତାଙ୍କର ବଦଳି ଦାବି ନେଇ କିଛି ଅଭିଭାବକ ଏବଂ ଗ୍ରାମ ବାସୀ ଶନିବାର ପୂର୍ବାହ୍ନ ରୁ ସ୍କୁଲ ଆଗରେ ତାଲା ମାରି ଧାରଣା ଦେଇଛନ୍ତି ଅନ୍ୟ ପକ୍ଷରେ ପ୍ରଧାନ ଶିକ୍ଷକ ଙ୍କ ସମର୍ଥନ ରେ ଅନ୍ୟ ଏକ ଗୋଷ୍ଠୀ ମଧ୍ୟ ଧାରଣା ଦେଇଛନ୍ତି ଅପରାହ୍ନ ୪ଟା ରେ ପୋଲିସ ଉଭୟ ଗୋଷ୍ଠୀ ଙ୍କୁ ବୁଝାସୁଝା କରିଛି